କଳାହାଣ୍ଡି ଉତ୍ତର ବନଖଣ୍ଡ ତରଫରୁ ପକ୍ଷୀ ଶିକାର ରୋକିବା ପାଇଁ ଜନ-ସଚେତନତା ।

May 30, 2025 - 04:24
0 30
କଳାହାଣ୍ଡି ଉତ୍ତର ବନଖଣ୍ଡ ତରଫରୁ ପକ୍ଷୀ ଶିକାର ରୋକିବା ପାଇଁ ଜନ-ସଚେତନତା  ।

ଭବାନୀପାଟଣା,୩୦l୫( ଷ୍ଟାରନିୟୁଜ ଓଡିଶା) : କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ବନଖଣ୍ଡ ଅର୍ନ୍ତଗତ ଭବାନୀପାଟଣା ରେଞ୍ଜ, କେସିଙ୍ଗା ରେଞ୍ଜ ଓ ନର୍ଲା ରେଞ୍ଜରେ ପକ୍ଷୀ ଶିକାର କରିବା, କିଣିବା ଓ ଘରେ ରଖିବା ଏକ ଦଣ୍ଡନୀୟ ଅପରାଧ । ଏହାପାଇଁ ଓଡ଼ିଶା ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଏହିସବୁ ରେଞ୍ଜ ମାନଙ୍କରେ ବିଭିନ୍ନ ସ୍ଥାନ ମାନଙ୍କରେ ସୂଚନା ଫଳକ ଲଗାଇ ଜନ-ସଚେତନତା ସୃଷ୍ଟି କରାଯାଇଛି ବୋଲି ଭବାନୀପାଟଣା ରେଞ୍ଜ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ସରିତା ବଳିଆର ସିଂ ସୂଚନା ପ୍ରଦାନ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User