ଗୁରୁଣ୍ଡି ଗୁରୁଣ୍ଡି 100 କିମି ବୋଲବମ ଯାତ୍ରା

Jul 24, 2025 - 20:37
0 46
ଗୁରୁଣ୍ଡି ଗୁରୁଣ୍ଡି 100 କିମି ବୋଲବମ ଯାତ୍ରା

କଳାହାଣ୍ଡି ଜିଲ୍ଲା ତା.୨୪/ 7 (ଷ୍ଟାର ନିୟୁଜ ଓଡିଶା )ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଖଲିଆକାନି ଗ୍ରାମପଞ୍ଚାୟତ ବିଜୁ ଏକ୍ସପ୍ରେସ ରାସ୍ତା ରେ ଦେଖିବାକୁ ମିଳିଛି ଜଣେ ନାଗବମ ଭକ୍ତଙ୍କୁ ସେଭକ୍ତ ହେଉଛନ୍ତି ସୋମନାଥ ବାବା ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଅଧିନସ୍ଥ ଘଣ୍ଟିଗୁଡାର ବୋଲି ଜଣାପଡିଛି ସୋମନାଥ ବାବା 5କିମି ନୁହେଁ କି 10କିମି ନୁହେଁ ଦୀର୍ଘ 100 କିମି ଯାତ୍ରା କରୁଛନ୍ତି ଗୋଟିଏ ହାତରେ ନଡ଼ିଆ ଆଉ ଗୋଟିଏ ହାତରେ ଜଳ ଧରି ଗୁରୁଣ୍ଡି ଗୁରୁଣ୍ଡି ଯାତ୍ରା କରୁଛନ୍ତି ସୋମନାଥ ବାବା ଗତ 10ତାରିଖ କଳାହାଣ୍ଡି ଜିଲ୍ଲା ଅଧିନସ୍ଥ ଡୋକରୀଚଞ୍ଚରା ଗୁଡହାଣ୍ଡିରୁ ଜଳ ଉଠାଇ ନିଜସ୍ୱ ଗାଁ ଘଣ୍ଟିଗୁଡାକୁ ଗୁରୁଣ୍ଡି ଗୁରୁଣ୍ଡି ଯାତ୍ରା କରୁଛନ୍ତି ସୋମନାଥ ବାବା ବିଭିନ୍ନ ସ୍ଥାନରେ ବାବାଙ୍କୁ ସ୍ୱାଗତ ଜଣାଇବା ସହ ସୁରକ୍ଷ୍ୟା ଦେବାର ଦେଖିବାକୁ ମିଳିଛି ସେହିପରି ତାଙ୍କୁ ଦେଖିବାପାଇଁ ଏବଂ ଦର୍ଶନ କରିବାପାଇଁ ଲୋକଙ୍କ ପ୍ରବଳ ଭିଡ଼ ଏ ଦୃଶ୍ୟ ଦେଖିବାକୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି 

କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User