ଚାରବାହାଲ ରେ ହୋଣ୍ଡା ର ନୂତନ ବାଇକ ସୋ ରୁମ ଉଦଘାଟନ।

Dec 01, 2025 - 17:31
0 42
ଚାରବାହାଲ ରେ ହୋଣ୍ଡା ର ନୂତନ ବାଇକ ସୋ ରୁମ ଉଦଘାଟନ।

କଳାହାଣ୍ଡି ଜିଲ୍ଲା  ତା.୦୧/୧୨(ଷ୍ଟାର ନିୟୁଜ ଓଡିଶା) ଜୁନାଗଡ଼ ବ୍ଲକ ଚାରବାହାଲ ଠାରେ ଗୌରୀଶଙ୍କର ହୋଣ୍ଡା ର ଏକ ଅତ୍ୟାଧୁନିକ ବାଇକ 
ଶୋ ରୁମ ରବିବାର ଦିନ ଉଦଘାଟିତ ହୋଇଯାଇଛି।  ଏହି ନୂତନ ଶୋରୁମ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମନୋଜ କୁମାର ଅଗ୍ରୱାଲ ନିର୍ଦ୍ଦେଶକ ମହେଶ ଅଟୋ ମୋବାଇଲସ ଭବାନୀପାଟଣା, ସମ୍ମାନିତ ଅତିଥି ଭାବେ ଡ଼. ଦୀନବନ୍ଧୁ ସାହାଣୀ ମେଡ଼ିକାଲ ଅଫିସର ଚାରବାହାଲ ପିଏଚସି, ସମାଜସେବି ପ୍ରକାଶ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା ପରେ ନୂତନ ହୋଣ୍ଡା ଶୋରୁମ କୁ ଫିତା କାଟି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ କୁ ଗୌରୀ ଶଙ୍କର ହୋଣ୍ଡା ଶୋରୁମ ର ପ୍ରୋପାଇଟର ଆଦିତ୍ୟ କୁମାର ପଣ୍ଡା ପରିଚାଳନା କରିଥିଲେ। ଏହି ଅବସରରେ ବାଇକ କ୍ରୟ  ଗ୍ରାହକ ମାନଙ୍କ ପାଇଁ ଆକର୍ଷଣୀୟ ଉପହାର ରହିଥିବା ନେଇ ମଧ୍ୟ ସୂଚନା ଦେଇଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User