ତୁମରିଖୋଲ ଜଙ୍ଗଲରେ ଅବକାରୀ ବିଭାଗ ଚଢ଼ାଉ।

May 04, 2025 - 22:10
0 67
ତୁମରିଖୋଲ ଜଙ୍ଗଲରେ ଅବକାରୀ ବିଭାଗ  ଚଢ଼ାଉ।

କଳାହାଣ୍ଡି,୪l୫ (ଷ୍ଟାରନିଉଜ ଓଡିଶା): ଜୟପାଟଣା ଥାନା ବଡକର୍ଲାକୋଟ ଗ୍ରାମପଞ୍ଚାୟତ ତୁମରିଖୋଲ ଜଙ୍ଗଲରେ ଜୟପାଟଣା ଅବକାରୀ ଅଧିକାରୀ ନରେନ୍ଦ୍ର ମିଞ୍ଜ ଙ୍କ ତତ୍ୱାବଧାନରେ ସମସ୍ତ ଷ୍ଟାପ, ଭବାନୀପାଟଣା ମୋବାଇଲ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ।ଏଥିରେ ୫୦୦୦ କେଜି ମହୁଲପୋଚ ସହ ୬୫୦ ଲିଟର ଦେଶୀ ମଦ ଜବତ କରାଯାଇଛି,ହଲେ କେହି ଗିରଫ ହୋଇନଥିବା ଜଣାପଡ଼ିଛି। 

କଳାହାଣ୍ଡି ରୁଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User