ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ କୁଟ୍ରୁ ଖମାର ବିଦ୍ୟାଳୟରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ

Sep 18, 2025 - 03:43
0 23
ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ କୁଟ୍ରୁ ଖମାର ବିଦ୍ୟାଳୟରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ

ଭବାନୀପାଟଣା.ତା -୧୭-୯-୨୦୨୫ ରିଖ (ଷ୍ଟାର ନିୟୁଜ ଓଡିଶା )ବୁଧବାର ଦିନ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ କୁଟୁରୁ ଖମ।ର ରେ ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ ତାରିଖରେ ପାଳିତ କରା ଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଉନ୍ନୟନ କମିଟିର ସଦସ୍ୟ ମଞ୍ଜୁର ଅଲ୍ଲୀ ଖାଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ରୁକଧର ମାଝୀ, ପିତାମ୍ବର ସାହୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥିବ ଖଡ଼ି କାର , ସହ ଶିକ୍ଷକ ବସନ୍ତ କୁମାର ମିଶ୍ର, ବିରେନ୍ଦ୍ର କୁମାର ରଣା, ଦିଲୀପ କୁମାର ଜେଠି, ବୃଦାବନ ପ୍ରଧାନ, ଗଙ୍ଗା ବେହେରା, ଦିବାକର ଗହିର ଓ ସୁବାସ ବାଗ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User