ବେଲଘର ବନାଞ୍ଚଳରେ ହାତୀ ହତ୍ୟା କାଣ୍ଡ ପ୍ରମାଣ ନଷ୍ଟ ପାଇଁ କେସିଙ୍ଗା ଡ୍ୟାମ ନିକଟ ଜଙ୍ଗଲରେ ପୋତାଯାଇଥିଲା ହାତୀ ଶବ ବନା ଅଧିକାରୀ ବିନୟ କୁମାର ବିଶି ନିଲମ୍ବିତ

Jan 23, 2026 - 12:07
0 24
ବେଲଘର ବନାଞ୍ଚଳରେ ହାତୀ ହତ୍ୟା କାଣ୍ଡ ପ୍ରମାଣ ନଷ୍ଟ ପାଇଁ କେସିଙ୍ଗା ଡ୍ୟାମ ନିକଟ ଜଙ୍ଗଲରେ ପୋତାଯାଇଥିଲା ହାତୀ ଶବ ବନା ଅଧିକାରୀ ବିନୟ କୁମାର ବିଶି ନିଲମ୍ବିତ

କେସିଙ୍ଗା, ୨୩/୦୧ (ଷ୍ଟାର ନ୍ୟୁଜ୍ ଓଡ଼ିଶା):
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳରେ ଘଟିଥିବା ଜଘନ୍ୟ ହାତୀ ହତ୍ୟା ଘଟଣା ନେଇ ରାଜ୍ୟସ୍ତରରେ  ଚର୍ଚ୍ଚା ଚାଲିଛି। ହାତୀକୁ ଖଣ୍ଡଖଣ୍ଡ କରି ହତ୍ୟା କରାଯାଇଥିବା ସହ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଶବକୁ ମାଟି ତଳେ ପୋତିଦେବା ଅଭିଯୋଗରେ ବେଲଘର ବନାଞ୍ଚଳ ଅଧିକାରୀ (ରେଞ୍ଜର) ବିନୟ କୁମାର ବିଶିଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅନ୍ତର୍ଗତ କନ୍ତେଶିର ହେଉଛି ରେଞ୍ଜର ବିନୟ କୁମାର ବିଶିଙ୍କ ଘର।

What's Your Reaction?

Like Like 1
Dislike Dislike 1
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User