ସୁବାଷ ଚନ୍ଦ୍ରବୋଷଙ୍କ ୧୨୪ତମ ଜନ୍ମଜୟନ୍ତୀ ଉତ୍ସାହ ଓ ଗରିମା ସହ ପାଳିତ ବିଜୁ ଜନତା ଦଳ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ, ନେତାଜୀଙ୍କ ଦେଶଭକ୍ତିକୁ ସ୍ମରଣ
ବାନୀପାଟଣା. ତା. ୨୩/୦୧( ଷ୍ଟାର ନିୟୁଜ ଓଡିଶା )ଆଜି ନେତା ଜି ସୁଭାଷ ଚନ୍ଦ୍ର ବୋଷ ଙ୍କ ୧୨୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ କଲେଜ ଛକ ସ୍ଥିତ ନେତା ଜି ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରା ଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ବିଜୁ ଯୁବ ରାଜ୍ୟ ଉପସଭାପତି ମନୀନ୍ଦ୍ର ମହାନ୍ତି, ଜିଲ୍ଲା ଉପସଭାପତି ଧର୍ମେନ୍ଦ୍ର ନାଏକ, ନଗର ସଭାପତି ଧବଳେଶ୍ୱର ମହାପାତ୍ର, ପରମାନନ୍ଦ ମାଝୀ, ଯୁବ ନେତା ଶିବା ସାହୁ, କାଉନସିଲର କ୍ଷୀର ସିନ୍ଧୁ ନାଏକ, ଉତ୍ପଳ ଦାଶ, ମହେନ୍ଦ୍ର ରାଉତ, ବରିଷ୍ଠ ସଂଗଠକ ସୁରଥ ରାଉତ,ପ୍ରଦୀପ ପ୍ରଧାନ, ଯଶୋବନ୍ତ ନାଏକ, ଛାତ୍ର ନେତା ମାନସ ସିନ୍ଦୁର, ଅଂଶୁମାନ ନାଗ, ଆଶିଷ ସାହୁ, ସାତ୍ଵିକ ପ୍ରମୁଖ ଯୋଗ ଦେଇଥିଲେ l

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)