ଲଗାଣ ବର୍ଷାରେ ଧୋଇ ହୋଇଗଲା ପୋଲ l

Jul 22, 2025 - 21:05
Updated: 1 year ago
0 83
ଲଗାଣ ବର୍ଷାରେ ଧୋଇ ହୋଇଗଲା ପୋଲ l

କନ୍ଧମାଳଜିଲ୍ଲା -ତା ୨୨/୭ (ଷ୍ଟାର ନିୟୁସ ଓଡିଶା )କନ୍ଧମଳ ଜିଲ୍ଲା  କ ନୂଆଗାଁ ବ୍ଲକ ଆଡ଼ିମାହା ପଞ୍ଚାୟତ ଗଡ଼ିପଦର l ଗଡ଼ିପଦର ପୋଲ
 ନିର୍ମାଣ ହୋଇ ମାତ୍ର ଦୁଇ ବର୍ଷ ବିତିଯାଇ ଥିବା ବେଳେ ମାଟି ଧୋଇ ପୋଛି  ହୋଇ ଯାଇଛି ପୋଲ l ନିନ୍ନମାନ ର କାମ କରି ଚମ୍ପଟମାରିଛନ୍ତି ଠିକା ଦାର  ବୋଲି କହିଛନ୍ତି ଗ୍ରାମବାସି l  ବିପଦ ପାଦେପାଦେ ରହିଥିବା ବେଳେ ଏହି ପୋଲ ର ରାସ୍ତା ଦେଇ ମେଡିକାଲ ସ୍କୁଲ କଲେଜ ଏବଂ ନିଜ ପଞ୍ଚେୟତ କାର୍ଯ୍ୟଳୟ କୁ ଯିବ ଆସିବ କରିଥାନ୍ତି ଗ୍ରାମ ବାସି l ଅଭିଯୋଗ କରି ଦେଢ଼ ମାସ ବିତି ଯାଇଥିଲେ ସୁଧା ଗ୍ରହଣ କରି ନାହାନ୍ତି ପ୍ରଶାସନ l ଏ ନେଇ ଗ୍ରାମ ବାସି ସରପଞ୍ଚ ଟୁ ଆରମ୍ଭକରି ଭି. ଡି.ଓ.ପର୍ଯ୍ୟନ୍ତ ପହଞ୍ଚି ଥିଲେ ସୁଧା ଗ୍ରହଣୀୟ ହେଇ ନ ଥିବା କହିଛନ୍ତି ଗ୍ରାମବାସି  l ଏହି ରାସ୍ତା ଦେଇ ଗଡ଼ିପଦର ସୁଟାଙ୍ଗଗୁଡ଼ୁହୁ.ଵାଲାପାଙ୍ଗା. ଟହଟକୁପୁଡ଼ା. ଉଡ୍ରାପଡ଼ି.ଏପରି ପୁସାଙ୍ଗିଆ ପର୍ଯ୍ୟନ୍ତ ଯାତାୟାତ ରହିଛି l ପୋଲ ଉପରେ ଯାତାୟାତ ସୁବିଧା ନ ଥିବା ହେତୁ ଗ୍ରାମ ବାସି  ମାନଙ୍କର ଅସୁବିଧାର ସମୁଖୀନ  ହେଉ ଥିବାର ଦେଖି ବାକୁ ମିଳିଛି l

କ ନୂଆଗାଁ ବ୍ଲକ. ଆଡ଼ିମାହା ପଞ୍ଚାୟତ. ଗଡ଼ିପଦର ରୁ ସତନ୍ତ୍ର ପ୍ରତିନିଧି ସଲମନ ଦିଗାଲ ଙ୍କ ରିପୋର୍ଟ ଷ୍ଟାର ନିୟୁଜ l

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User