ହାତୀ ଆକ୍ରମଣରେ ଚାଷୀ ମୃତ

Feb 13, 2026 - 19:17
0 19
ହାତୀ ଆକ୍ରମଣରେ ଚାଷୀ ମୃତ

କଳାହାଣ୍ଡି ଜିଲ୍ଲା  ୧୩/୦୨( ଷ୍ଟାର ନିୟୁଜ ଓଡିଶା )ଭବାନୀପାଟଣା ସଦର ଥାନା  ଉତ୍ତର ବନଖଣ୍ଡ  ଗୁଡାଙ୍ଗ ଜଙ୍ଗଲ ର  ପିରଡଙ୍ଗଗୁଡ଼ା ଗ୍ରାମରୁ ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ନାମ ଲୟ ମାଝୀ (୫୧) ବୋଲି ଜଣାପଡ଼ିଛି। ନିଜ କ୍ଷେତରେ ରେ ଲୟ କାମ କରୁଥିବାବେଳେ ହଠାତ୍‌ ପଛପଟୁ ଏକ ଜଙ୍ଗଲୀ ହାତୀ ତାଙ୍କୁ ଦଳି ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User