ଅଧା ବାଟରେ ହେଉଥିଲା ପିଡିଏସ ସାମଗ୍ରୀ ଚୋରୀ ,ଧରାପଡିଲା।
କୋକସରା. ତା ୧୧/୯ (ଷ୍ଟାର ନିୟୁଜ ଓଡିଶା )ପିଡ଼ିଏସ ସାମଗ୍ରୀ ବାଟ ମାରଣା ବେଳେ ଧରିଲେ ଗ୍ରାମବାସୀ, ଖାଦ୍ୟ ସୁରକ୍ଷା ଯୋଜନା ରେ ପଞ୍ଚାୟତ କୁ ହିତାଧିକାରୀ ମାନଙ୍କ ପାଇଁ ଆସୁଥିବା ମାଣ୍ଡିଆ ଅଧାବାଟରେ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କୋକସରା ବ୍ଲକ ମୂଷପାଲି ପଞ୍ଚାୟତ ଓ ଡାଲଗୁମା ପଞ୍ଚାୟତ କୁ ହିତାଧିକାରୀ ମାନଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ମାଣ୍ଡିଆ ଅଧାରାସ୍ତାରେ ବାଟମାରଣା କରୁଥିବା ବେଳେ ଜଣେ ହିତାଧିକାରୀ ତାହାକୁ ଫୋଟୋ ଉଠାଇଥିଲେ ଓ ଗାଡ଼ି କୁ ଅଟକ ରଖି ପଚରାଉଚରା କରିବାରୁ ପଂଚାୟତ ର ଯୋଗାଣ ସହାୟତା କହିବାରୁ ମାଣ୍ଡିଆ ଟ୍ରକ ରୁ ଅନଲୋଡ଼ କରୁଥିବା ଡ୍ରାଇଭର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପଟେ ଗ୍ରାମବାସୀ ମାନେ ଟ୍ରକ କୁ ଅଟକ ରଖିଛନ୍ତି।
Byte_ଟ୍ରକ ଚାଳକ
Byte_ନେହୁର ଲାଲ ମାଝୀ (ଡାଲଗୁମା)
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା
What's Your Reaction?