ଜୟପାଟଣା ଅଞ୍ଚଳ ରୁ ବିପୁଳ ପରିମାଣର ବିସ୍ଫୋରକ ଜବତର ୬୫୦୦ କେଜି ବିସ୍ଫୋରକ ସହ ୧୧୫ ଟି ଡିଟୋନେଟର ଜବତ DFD (EXCLUSIVE)

Jun 05, 2025 - 18:33
Updated: 1 year ago
0 35

ଯାଇପାଟଣା :୫l ୬(ଷ୍ଟାରନିୟୁଜ ଓଡିଶା) କଳାହାଣ୍ଡିଙ୍କ ଏସ୍ପିଙ୍କ ନିର୍ଦ୍ଧେଶରେ ଜୟପାଟଣା ଥାନା ଅନ୍ତର୍ଗତ ଜାମଚୁଆ କ୍ରସର ରୁ ସାଢ଼େ ୬ କ୍ୟୁଣ୍ଟାଲ ବିସ୍ଫୋରକ ସହ ୧୧୫ ଟି ଡିଟୋନେଟର ଜବତ କରିଛି ଜୟପାଟଣା ପୋଲିସ।ଗୋଟିଏ ଟ୍ରକ ଆଉ ଗୋଟିଏ ପିକପ ଭ୍ୟାନ ରେ ଲାଖବାହାଳି କ୍ରସର କୁ ବେଆଇନ ଭାବେ ବିସ୍ଫୋରକ ଆସିଥିଲା।ଏ ନେଇ ଖଣି ବିଭାଗ ପକ୍ଷରୁ ଜୟପାଟଣା ଥାନାରେ ଅଭିଯୋଗ କରାଯାଇଛି।ଉକ୍ତ ବିସ୍ଫୋରକ କଳିଙ୍ଗ ଏଣ୍ଡ କମ୍ପାନୀ ର ମାଲିକ ଅନୁପ କୁମାର ଅଗ୍ରୱାଲ ଓ ଦୀପକ ଚାନ୍ଦ ଜୈନ ନାମକ କଣ୍ଟାବାଞ୍ଜି ରୁ ଯୋଗାଣ କରିଥିଲେ।ତେବେ ସେ କିପରି ଏତେ ପରିମାଣରେ ବିସ୍ଫୋରକ ପରିବହନ କରୁଥିଲେ ଓ ଏହା କେଉଁଠି କୁ ଯାଉଥିଲା ତାହା ତଦନ୍ତ ସାପେକ୍ଷ।ବର୍ତ୍ତମାନ ଖଣି ବିଭାଗ ଅଧିକାରୀ ଓ ଜୟପାଟଣା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।ଏବଂ ଚାରି ଜଣଙ୍କୁ  ଆରେଷ୍ଟ କରିଛନ୍ତି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User