ତେର ବର୍ଷ ବୟସରେ ଧର୍ଷଣ ର ଶିକାର ହୋଇଥିବା ସଞ୍ଜୁକ୍ତା ନାଏକ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ

Sep 11, 2025 - 20:06
0 28
ତେର ବର୍ଷ ବୟସରେ ଧର୍ଷଣ ର ଶିକାର ହୋଇଥିବା ସଞ୍ଜୁକ୍ତା  ନାଏକ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ

ଭବାନୀପାଟଣା. ତା. ୧୧/୯( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ହଳଦୀଯୋର ର ସଞ୍ଜୁକ୍ତା ନାଏକ ନ୍ୟାୟ ପାଇବା ଆଶାରେ ଆସିଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ । ସେ ତେର ବର୍ଷ ବୟସରେ ଧର୍ଷଣ ଶିକାର ହୋଇଥିବା ବେଳେ ଅଭିଯୁକ୍ତ ସାନୁର୍ଯ୍ୟ ନାଏକ ଜିଲ୍ଲା ପୋସ୍କୋ କୋର୍ଟ ଦ୍ୱାରା ଜେଲ ଦଣ୍ଡ ପାଇଥିବା ବେଳେ ହାଇକୋର୍ଟରୁ ବେଲ୍ ରେ ଆସି ପୁଣି ପିଡିତାଙ୍କୁ ମାରିବା ପାଇଁଁ ଧମକ ଦେଇଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପିଡିତା ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User