ବର୍ଷ ଏକ ଉପଲବ୍ଧି ଅନେକ

Jun 18, 2025 - 20:27
0 40

କଳାହାଣ୍ଡି ଜିଲ୍ଲା ୧୮/୦୬( ଷ୍ଟାରନିୟୁଜ ଓଡିଶା )କେନ୍ଦ୍ର ତଥା ମୋଦି ସରକାରଙ୍କର ୧୧ ବର୍ଷ ଓ ରାଜ୍ୟ ତଥା ମୋହନ ସରକାରଙ୍କର ୧ ବର୍ଷ ପୂର୍ତ୍ତି ଅବସରରେ ଗୋଲାମୁଣ୍ଡା ବ୍ଲକ ଅଧିନ ସିନାପାଲି,  କୁହୁରା ଓ ବୋର୍ଡି ଗ୍ରା.ପ ରେ ବିକାଶ ବାହାନ କୁ ସ୍ବାଗତଂ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ର ଅନ୍ତୋର୍ଦୟ ଗୃହ ର କାର୍ଯ୍ୟାଦେଶ, ଜବ କାର୍ଡ, ରାସନ କାର୍ଡ,ଶ୍ରମିକ କାର୍ଡ, ୩୫୦୦ ଭତ୍ତା ଗୁଡିକ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା, କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ମନୋଜ ମେହେର, ସ୍ୱତନ୍ତ୍ର ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଯୋଗ ଦେଇଥିବା ବେଳେ ସିନାପାଲି ସରପଞ୍ଚ ଶ୍ରୀ ନଉକେଶ୍ୱର ପୁଟେଲ ଓ ସମିତି ସଭ୍ୟ ଶ୍ରୀ ଲୋଚନ ସାହୁ, କୁହୁରା ସରପଞ୍ଚ ଶ୍ରୀମତୀ ପିଙ୍କି ତାଣ୍ଡି,ବୋର୍ଡି ସରପଞ୍ଚ ଶ୍ରୀମତୀ ସ୍ୱାଦି ପୁଟେଲ ଓ ସମିତି ସଭ୍ୟା ସସ୍ମିତା ମାଝୀ, ବରିଷ୍ଟ ବିଜେପି ନେତା ଶ୍ରୀ ଟଙ୍କଧର ନାଏକ, M.I, WEO, MBK, CRP, ଅଙ୍ଗନୱାଡି ଓ ଆଶା ଦିଦି, ବିଭାଗୀୟ ଅଧିକାରୀ ସମେତ ଶତାଧିକ ଗୁରୁଜନ ଗୁରୁ ମାଁ ଉପସ୍ଥିତ ଥିଲେ 
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User