୧୧ଦିନରେ ପହଞ୍ଚିଲା ସଚେତନ ନାଗରିକ ମଞ୍ଚର ଧାରଣା ସାମିଲ ହେଲା କେସିଙ୍ଗା କନ୍ଧ ସମାଜ

Jun 29, 2025 - 11:01
 0  56
୧୧ଦିନରେ ପହଞ୍ଚିଲା ସଚେତନ ନାଗରିକ ମଞ୍ଚର ଧାରଣା ସାମିଲ ହେଲା କେସିଙ୍ଗା କନ୍ଧ ସମାଜ

କେସିଙ୍ଗା,ତା:୨୮/୬(ଷ୍ଟାରନିୟୁଜ ଓଡିଶା): କେସିଙ୍ଗ ଅଞ୍ଚଳର ବିକାଶ ତଥା ପ୍ରମୁଖ ୧୦ଦଫା ଦାବି ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ଆଜି ୧୧ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ସମର୍ଥନ
ସ୍ପଷ୍ଟୀକରଣ ଆସିନାହିଁ । ଆଉ କେତେଦିନ ଧାରଣା ଚାଲିବା ପରେ ସରକାରଙ୍କ ନିଦ ଭାଙ୍ଗିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଗନୀପାଟଣା
ଦିନତମାମ କନ୍ଧ ସମଜର କେସିଙ୍ଗା ବ୍ଳକ ସଭାପତି ଶେଷଦେବ ମାଝି ଓ କେସିଙ୍ଗା ନଗର ସଭପତି ସଦା ମାଝି, ସଂକୀର୍ତନ ମlଝିରୁ ଧନୁ ଭୋଇ, ମହେନ୍ଦ୍ର ମାଝି, କୃଷ୍ଣ ମାଝି, ଇନ୍ଦୁ ଜଣାଇ ଏକାଦଶ ମାଝି, ଭୂଜନ ମାଝି ଓ ମାଧବ, କୃଷ୍ଣ ମାଝୀ, ଧନ ମାଝୀ, ଇନ୍ଦ୍ର ମାଝି ପ୍ରମୁଖ  ଧାରଣରେ ବସିଥିଲେ। ଆନ୍ଦୋଳନକୁ ଦିନ ଯେତିକି ଗଢୁଛି, ଧୁଧୁରେ ସମର୍ଥନକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ହେଲେ ସରକାରଙ୍କ ପକ୍ଷରୁ ଆଜିଯାଏଁ କୌଣସି
ତମ ଦିନର ଧlରଣରେ କେସିଙ୍ଗା ବ୍ଳକ, ନଗର କନ୍ଧ ସମାଜ ଏବଂ କେସିଙ୍ଗା ର ପୂର୍ବତନ କାଉନସିଲର ମୋତି କୈବର୍ତ  ସାମିଲ ହୋଇଥିଲେ । କନ୍ଧ ସମାଜ ପକ୍ଷରୁ ୯ଜଣ ସଦସ୍ୟ ଆଜି
ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇସାରିଛି। କଳାହାଣ୍ଡି ଜିଲ୍ଲାପାଳ ଧାରଣା ସ୍ଥଳକୁ ନପହଞ୍ଚିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ଖବର ସଂଗ୍ରହରୁ ପ୍ରକାଶ ।

What's Your Reaction?

like

dislike

love

funny

angry

sad

wow