କଳାହାଣ୍ଡି କୋର୍ଟକୁ ବୋମା ଧମକ

Mar 10, 2026 - 05:42
0 35
କଳାହାଣ୍ଡି କୋର୍ଟକୁ ବୋମା ଧମକ

ଭବାନୀପାଟଣା,୯।୩-ପୁରୀ,ବରଗଡ଼ ପରେ କଳାହାଣ୍ଡି ଜିଲା କୋର୍ଟକୁ ବି ମିଳିଛି ବୋମା ଧମକ। ଜିଲା ଦୌରା ଓ ଜର୍ଜଙ୍କ ଇମେଲ କୁ ଆସିଛି ଏହି ଧମକ। ଏହି ଘଟଣା ଜଣାପଡିବା ପରେ କୋର୍ଟକୁ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଏସ ପି ନାଗରାଜ ଦେବର କୋଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User