ଚେରମହୁଲ ଗ୍ରାମରେ ଅଭାବନୀୟ ଘଟଣା ଟାଙ୍ଗିଆରେ ମୁଣ୍ଡଙ୍କୁ ହାଣିଲେ ଅଭିଯୁକ୍ତ ।

Aug 17, 2025 - 17:51
0 63
ଚେରମହୁଲ ଗ୍ରାମରେ ଅଭାବନୀୟ ଘଟଣା ଟାଙ୍ଗିଆରେ ମୁଣ୍ଡଙ୍କୁ ହାଣିଲେ ଅଭିଯୁକ୍ତ ।

କଳାହାଣ୍ଡି ଜିଲା  ତା. ୧୭/8(ଷ୍ଟାର ନିୟୁଜ ଓଡିଶା )ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରୁ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟିକିଏ କଥା କଟା କଟିକୁ ନେଇଁ ଏକ ହତ୍ୟା କାଣ୍ଡ ଘଟି ଯାଇଛି। ତଲଜାରିଙ୍ଗ ଗ୍ରାମ ର ରଥ କନ୍ଦପାନ ଚେରମହୁଲ ଗ୍ରାମକୁ ଜାଲେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣକୁ ନେଇଁ ଉକ୍ତ ଗ୍ରାମ ର ରତ୍ନା ମାଝି ଟାଙ୍ଗିଆ ରେ ତାଙ୍କୁ ହାଣି ହତ୍ୟା କରିଛନ୍ତି। ଖବର ପାଇ ଜୁନାଗଡ଼ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User