ଛତୁ ଖାଇ ୬ ଅସୁସ୍ଥ।

Jul 06, 2025 - 09:42
0 45
ଛତୁ ଖାଇ ୬ ଅସୁସ୍ଥ।

ରାଇଘର,୬l୭ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତ ର ମାରଙ୍ଗପାଲି ଗ୍ରାମରେ ପାଳ ଛତୁ ଖାଇ ପାଞ୍ଚ ଜଣ ଅସୁସ୍ଥ ହୋଇଥିବା ଜଣା ପଡିଛି |୬ ଜଣ ଗୋଟିଏ ପରିବାର ର ହୋଇଥିବା ବେଳେ ତିନିଜଣ ସୁସ୍ଥଥିବା ବେଳେ ବର୍ତମାନ ତିନିଜଣ ଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣା ପଡିଛି |ସେମାନେ ହେଲେ କୁଅଁର ଲାଲ ଗଣ୍ଡ,ବାଲାକୁ ରାମ ଗଣ୍ଡ ,,ଦୀନେଶ ଗଣ୍ଡ,ଶିବଲଲ ଗଣ୍ଡ,ବୁଦୁରାମ ଗଣ୍ଡ ବାଲମତି ଗଣ୍ଡ,ଆଜି ଘର ନିକଟରେ ଥିବା ପାଳ ଗଦାରେ ହୋଇଥିବା ଛତୁ ଆଣି ରୋଷେଇ କରି ଖାଇଥିବା ପରେ ପ୍ରାୟ ଘଣ୍ଟାଏ ପରେ ଗରମ ଲାଗିବା ସହ ମୁଣ୍ଡ ବୁଲେଇଲା ତା ପରେ ପରେ ଝାଡା ବାନ୍ତି ହୋଇଥିବା ପରିବାର ଲୋକେ କହିଛନ୍ତି |ଏହା ପରେ ସେମାନଙ୍କୁ ରାଇଘର ମେଡିକାଲ କୁ ଅଣାଯାଇଥିଲା | ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ସହ ଉନ୍ନତି ହୋଇଥିବା ଡାକ୍ତର କହିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User