ଟ୍ରକ ଭାର ସାମ୍ୟ ହରେଇ ଇଲେକ୍ଟ୍ରି ଖମ୍ବରେ ପିଟିଲା

Jul 23, 2025 - 17:15
0 42
ଟ୍ରକ ଭାର ସାମ୍ୟ ହରେଇ ଇଲେକ୍ଟ୍ରି ଖମ୍ବରେ ପିଟିଲା


କେସିଙ୍ଗା ୨୩/୭(ଷ୍ଟାରନିୟୁଜ ଓଡିଶା)  ଟ୍ରକ ଭାର ସାମ୍ୟ ହରେ ଇ କେସିଙ୍ଗା ଥାନା ଅନ୍ତର୍ଗତ ବଲାଙ୍ଗୀର ଛକ ମୁଖ୍ୟ ରାସ୍ତାରେ ଥିବା ରେକ୍ସନl କଟନ ସୋପ ନିକଟସ୍ଥ ରାସ୍ତା କଡରେ ଥିବା ଇଲେକ୍ଟ୍ରି ପୋଲ ରେ ପିଟି ହେବା ଯୋଗୁ ଇଲେକ୍ଟ୍ରି ପୋଲ ଦୁଇଖଣ୍ଡ ହୋଇ ଭାଙ୍ଗି ଯାଇଥିଲା ସୂଚନା ଅନୁସାରେ ଦିବା ୧:୩୦ ଘଣ୍ଟା ସମୟରେ ଗାଡ଼ିନମ୍ବର OD14L1685 ସିମେଣ୍ଟ ବୋଝେଇହୋଇ ରାଉରକେଲା ପଟୁ ଆସୁଥିବା ସମୟରେ କେସିଙ୍ଗା ର ବଲାଙ୍ଗୀର ଛକ ନିକଟରେ ଟାୟାର ବଦଳେଇବା ସମୟରେ ଡ୍ରାଇଭର ର ଙ୍କ ହାତ ଅଜାଣତରେ ଗେର ରେ ବାଜିବାରୁ ଗାଡି ଭାର ସାମ୍ୟ ହରାଇ ରେକ୍ସନI କଟନ ସୋପ ନିକଟସ୍ଥ ଇଲେକ୍ଟ୍ରି ଖମ୍ବ ରେ ବାଜିବାରୁ ଖମ୍ବ ଭାଙ୍ଗିଯାଇଥିଲା ସେଠାରେ ବସିଥିବା ଦୁକାନୀ ଅଳ୍ପ କେ ବର୍ତ୍ତୀ ଯାଇଥିଲେ ସୂଚନା ଅନୁସାରେ ଡ୍ରାଇଭର ଘଟଣା ସ୍ଥଳରୁ ଛୁ ଚମ୍ପଟ ମାରିଥିଲା 
କେସିଙ୍ଗା ରୁ ବିୟୁରୋ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User