ନୂତନ ଭାବରେ ଡ଼ଃ. ନୃପରାଜ ସାହୁ ସୁବର୍ଣ୍ଣ ପୁର ଜିଲ୍ଲା ପାଳ ଭାବେ ନିଯୁକ୍ତି l

Jul 23, 2025 - 17:27
 0  108
ନୂତନ ଭାବରେ ଡ଼ଃ. ନୃପରାଜ ସାହୁ ସୁବର୍ଣ୍ଣ ପୁର ଜିଲ୍ଲା ପାଳ ଭାବେ ନିଯୁକ୍ତି l

କଳାହାଣ୍ଡି ଜିଲ୍ଲା: ୨୩/୭ (ଷ୍ଟାରନିୟୁଜ ଓଡିଶା ) କଳାହାଣ୍ଡି ଜିଲ୍ଲା ର ଅନ୍ୟତମ ସୁଯୋଗ୍ୟ କୃତି ସନ୍ତାନ ଜଣେ ଦକ୍ଷ ପ୍ରଶାସକ, ଲେଖକ, ଗବେଷକ, ଆଲୋଚକ, ସାହିତ୍ୟ ସାଧକ  ଡଃ, ନୃପରାଜ ସାହୁ ସୁବର୍ଣ୍ଣ ପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇ ଥିବାରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।କଳାହାଣ୍ଡି ମାଟି ଆଜି ଗର୍ବିତ । ଆଶା ଜିଲ୍ଲାପାଳ ଭାବେ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ଜିଲ୍ଳା ର ବିକାଶ ରେ ଏକ ନୂଆଁ ଅଧ୍ୟାୟ ସୃଷ୍ଟି ପାଇବ ଓ ଜିଲ୍ଲାବାସୀ ଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର  ସ୍ଥାନ ଅଧିକାର କରି କଳାହାଣ୍ଡି ମାଟି କୁ ଗର୍ବିତ କରିବେ । ତାଙ୍କ ଚଲା ପଥ ସଦାସର୍ବଦା କୁସୁମିତ ହେଉ ଥାଉ ।
କେସିଙ୍ଗା ରୁ ବିୟୁରୋ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow