ପଞ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ନୂଆଁ ଖାଇ ର ଶୁଭେଛା ଓ ଅଭିନନ୍ଦନ ।
ଝରିଗାଁ,୨୮l୮(ଷ୍ଟାର ନିୟୁଜ): ସମସ୍ତଙ୍କୁ କୃଷିଭିତ୍ତିକ ଗଣପର୍ବ "ନୂଆଁଖାଇ" ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମାଁ ସମଲେଶ୍ଵରୀ ଏବଂ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସୁ ଏହାହିଁ କାମନା । ସବ୍ କେ ନୂଆଁଖାଇ ଜୁହାର

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)