ବିଦ୍ୟୁତ ଆଘାତରେ ଜଣେ ମହିଳା ମୃତ୍ୟୁ

Jun 17, 2025 - 11:35
0 239

କୁର୍ତ୍ତୁ୍ମଗଡ ତା ୧୭/୦୬ (ଷ୍ଟାରନିୟୁଜ ଓଡିଶା )କନ୍ଧମାଳ ଜିଲ୍ଲା ତୁମୁଡି଼ବନ୍ଧ ବ୍ଲକ ଅନ୍ତର୍ଗତ କୃର୍ତ୍ତମଗଡ଼ ପଞ୍ଚାୟତର କାଉଗୁଟା ଗ୍ରାମର କିନନ୍ତି ପ୍ରଧାନ ବୟସ ୪୫ ବର୍ଷ ସକାଳ ସମୟରେ ପାଣି ଆଣିବାକୁ ଜୀବସମୟରେ  ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛନ୍ତି କାରଣ ତାର ଛିଣ୍ଡି ଯାଇ ତଳେପଡ଼ି ଯାଇଥିଲା ସେହିସମୟରେ ସେଇରାସ୍ତାଦେଇ ଯାଉଥିବା ସମୟରେ ତାଙ୍କର ପାଦ ତାର ଉପରେ ଚକୁଡି ହେବାଦ୍ୱା ରା ବିଦୂତ ଆଘାତ ରେ ମୃତୁବରଣ ହେବାର ଜଣା ପଡିଛି, କିନ୍ତୁ ଦୁଃଖର ବିଷୟ  ଏଯାଏ କୌଣସି ପୋଲିସ ପ୍ରଶାସନ  ଏବଂ ବିଦୁତ କର୍ମଚାରୀ ଆସିନଥିବା ଦେଖିବାକୁ ମିଳିଛି 
ତୁମୁଡିବନ୍ଧ ରୁ ରଙ୍ଗନାଥ ବଡ଼ସେଟ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User