ରଜ ପର୍ବ ଉପଲକ୍ଷେ ଡାନ୍ସ ଧମାକା

Jun 17, 2025 - 11:55
0 89

ରଜ ପର୍ବ ଉପଲକ୍ଷେ ଡ୍ୟାନ୍ସ ଧମାକା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର ଧୁଙ୍ଗିଆପଙ୍କାଳ ଗ୍ରାମରେ ଏହି ଡ୍ୟାନ୍ସ ଧମାକାରେ ତୁମୁଡି଼ବନ୍ଧର ବ୍ଲକ ଅଧକ୍ଷା ଶ୍ରୀମତୀ ବାସନ୍ତି ମାଝି ,  ତୁମୁଡି଼ବନ୍ଧ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ନବିନ ପାତ୍ର ଏବଂ ପୂର୍ବତନ ବିଧାୟକ ବାଲିଗୁଡ଼ା ଶ୍ରୀଯୁକ୍ତ ରାଜିବ ପାତ୍ର ଯୋଗ ଦେଇଛନ୍ତି ଏବଂ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ  ରଜ ପର୍ବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳି ଥିଲା l
ତୁମୁଡିବନ୍ଧ ରୁ ରଙ୍ଗନାଥ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User