ଭବାନୀପାଟଣା ରେ ଗ୍ରୀଷ୍ମ କାଳୀନ ସମର କୋଚିଂ କେମ୍ପ ଫୁଟବଲ ଆରମ୍ଭ ହୋଇଯାଇଛି l

May 3, 2025 - 17:40
 0  18
ଭବାନୀପାଟଣା ରେ ଗ୍ରୀଷ୍ମ କାଳୀନ ସମର କୋଚିଂ କେମ୍ପ ଫୁଟବଲ  ଆରମ୍ଭ ହୋଇଯାଇଛି l

କଳାହାଣ୍ଡି,୩l୫(ଷ୍ଟାର ନିୟୁଜ ଓଡ଼ିଶା): ଗତ ତା ୦୧.୦୫.୨୦୨୫ ରିଖ ଦିନ ଜିଲ୍ଲା କ୍ରୀଡା ଛାତ୍ରାବାସ ,ଭବାନୀପାଟଣା ଠାରେ ଗ୍ରୀଷ୍ମ କାଳୀନ (SUMMER COACHING CAMP-2025 FOOTBALL) ଆରମ୍ଭ ହୋଇ ଯାଇଛି I ଏହି କ୍ୟାମ୍ପ କୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଢ଼ୀ, ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଶ୍ରୀଯୁକ୍ତ ପ୍ରେମଚାନ୍ଦ ସିଂ , ଆରକ୍ଷୀ ଭାରତୀୟ ୧୦୦ ମି. ଦୌଡ ସ୍ଵର୍ଣ ପଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ଓ ସହ କ୍ରୀଡା ପ୍ରଶିକ୍ଷକ ଶ୍ରୀଯୁକ୍ତ ବି ୟୋଗେଶ କୁମାର ପରିଚାଳନା କରିଥିଲେ I ଏଥିରେ ଗୋପବନ୍ଧୁ କର, ସନତଗୌରୀ ନାୟକ , ସତ୍ୟ ରଞ୍ଜନ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ I ଏହି କ୍ୟାମ୍ପ ରେ ପ୍ରାୟ ୨୦ ରୁ ଉର୍ଦ୍ଧ ଖେଳାଳି ଅଂଶ ଗ୍ରହଣ କରିଥିଲେ I ଯେଉଁ ଇଛୁକ ଖେଳାଳିମାନେ ଅଂଶ ଗ୍ରହଣ କରିବେ ସେମାନେ ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ କୁ ଯୋଗଯୋଗ କରନ୍ତୁ I

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

like

dislike

love

funny

angry

sad

wow