ଶ୍ରୀ ଧବଳେଶ୍ବର ମହାଦେବଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ଉତ୍ସବ।

Jun 01, 2025 - 06:21
0 132
ଶ୍ରୀ ଧବଳେଶ୍ବର ମହାଦେବଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ଉତ୍ସବ।

ଭବାନିପାଟଣା,୧l୬(ଷ୍ଟାରନିୟୁଜ ଓଡିଶା ): ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ଟ୍ରଷ୍ଟ୍ କମିଟି ଭୋଇଗୁଡା (ଶମ୍ଭୂନଗର ପଡା), ଭବାନୀପାଟଣା ପକ୍ଷ୍ୟରୁ ଶ୍ରୀ ଧବଳେଶ୍ବର ମହାଦେବଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ଉତ୍ସବ ଅନୁଷ୍ଟିତ ହୋଇଅଛି l ଏହି ଉତ୍ସବ ରେ ଧବଳେଶ୍ବର ମହାଦେବ ମନ୍ଦିର ଟ୍ରଷ୍ଟ୍ କମିଟି ସଭାପତି ସଚିଦାନଁଦ ମହାକୁଡ, ସମ୍ପାଦକ ଅଖିଳ ପାଣିଗ୍ରାହୀ, କୋଷାଧକ୍ଷ ଚନ୍ଦ୍ରଶେଖର ପ୍ରଧାନ, trust କମିଟି ସଦସ୍ୟ ଲାଲ ବାହାଦୁର ପ୍ରଧାନ, ଯୋଗେନ୍ଦ୍ର ଆରୁଖ, ବିଷ୍ନୁ ଗଉଡ, ମଳୟ ଖମାରି, ସୁରଞ୍ଜନ ମହାକୁଡ, ଶାନ୍ତନୁ ପାଣିଗ୍ରାହୀ, ରବିନ୍ଦ୍ର ଡାକୁଆ, ଅରୁପ ବିଶୋଇ, ରାଜାରାମ ରଣା, ହରି ମହାରଣା, କାଲି ପ୍ରସାଦ ଡାକୁଆ, ବଡ ଗଉଡ, ଗୋସେଇଁ ଦାଶରଥି ଦାସ, ଭବାନୀ ମୁଣ୍ଡ, କୃତିବାସ ମୁଣ୍ଡ, ମିଲନ ପାଣିଗ୍ରାହୀ, ଭେକଲା ପ୍ରଧାନ, ଗିରିଜା ସାହୁ, ସୁଜିତ୍ କୁମାର ନାୟକ,ପ୍ରବିର ପାଢୀ, ସଞ୍ଜୟ କୁମାର ବିଶି, ବିରେନ୍ଦ୍ର ପଟ୍ଟଯୋଶୀ, ମନୋଜ ପ୍ରଧାନ, ବିଜୟ କୁମାର ବାଗ, ପିତାମ୍ବର ମହାରଣା, ବସନ୍ତ ପାଣିଗ୍ରାହୀ, ଲଲିତ ସ୍ଵାଇଁ, ଭୀମ ଶତପଥୀ, ସରିତା ମହାକୁଡ, ସୁନିତା ନାୟକ, ରିନା ପାଣିଗ୍ରାହୀ, ଦୀପ୍ତି ସାହୁ, ସୁପ୍ରିୟା ପ୍ରଧାନ, ସୁଦାମ ପ୍ରଧାନ, କୁମୁଦିନୀ ଡାକୁଆ, ଜମି ସ୍ଵାଇଁ, ଜେନା ବୁଢ଼ା ଘଣ୍ଟ ଦଳ, ମୁର୍ଶି ଗୁଡା କୀର୍ତ୍ତନ ମଣ୍ଡଳୀ, ସଂକ୍ରିଗୁଡା ମହିଳା କୀର୍ତ୍ତନ ମଣ୍ଡଳୀ ଓ ଅନନ୍ୟା ଭୋଇ ଗୁଡା ଓ ଶମ୍ଭୂ ନଗର ପଡ଼ା ଗ୍ରାମ ବାସୀ ବୃନ୍ଦ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଏହି ଉତ୍ସବ ରେ ବରପକ୍ଷ ପକ୍ଷ୍ୟରୁ ଶ୍ରୀ ସତ୍ୟନାରାୟଣ ଭଞ୍ଜଦେଓ ଶ୍ରୀମତୀ ଏମ ଭାରତୀ (ଭୋଇଗୁଡା) ଏବଂ କନ୍ଯାପକ୍ଷ ପକ୍ଷ୍ୟରୁ ଶ୍ରୀ ବିବେକାନନ୍ଦ ପଣ୍ଡା, ଶ୍ରୀମତୀ ସନ୍ତୋଷିଣୀ ପଣ୍ଡା (ଜେନାଖାଲ ପଡା), ଏବଂ ସନ୍ଧ୍ୟାରେ ନଗର ପରିକ୍ରମା ଓ ଭଗବାନ ଶିବ ପାର୍ବତୀ ଙ୍କ ଦେବ ବିବାହ ମହାସମାରୋହରେ ପାଳିତ ହୋଇଥିଲା l ଶୀତଳଷଷ୍ଠୀ ଏହା ଏକ ହିନ୍ଦୁ ପର୍ବ ଯାହା ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ବିବାହ ପାଳନ କରେ ଏବଂ ପର୍ବକୁ ସୀତଳ ଷଷ୍ଠୀ ଯାତ୍ରା କୁହାଯାଏ ଏବଂ ଏଥିରେ ଦେବୀ ପାର୍ବତୀଙ୍କ ପରିବାରକୁ ଚିତ୍ରଣ କରୁଥିବା ଏକ ପରିବାର ସାମିଲ ଅଛି ଏବଂ ଯାତ୍ରା ଏବଂ ରୀତିନୀତି ଅନୁସାରେ ଏହାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ଭକ୍ତମାନଙ୍କ ସହିତ ଏକ ଭ୍ରାମକ ଯାତ୍ରା (ତୀର୍ଥଯାତ୍ରା) ଭାବରେ ପାଳନ କରାଯାଏ। ଭକ୍ତି ଏବଂ ଅଂଶଗ୍ରହଣ, ବିଭିନ୍ନ କ୍ଷେତ୍ରର ଭକ୍ତମାନେ ଏହି ଉତ୍ସବକୁ ଏକ ରଙ୍ଗୀନ ଏବଂ ସ୍ପନ୍ଦନଶୀଳ ଉତ୍ସବ କରନ୍ତି।

 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User