ଶ୍ରୀରାମ ଇନଫା ର ଗାଡି କୁ ଉଠାଇ ନେଲା ସରପଞ୍ଚ ଚାଞ୍ଚେର ମାଝୀ।

Sep 12, 2025 - 15:40
0 33
ଶ୍ରୀରାମ ଇନଫା ର ଗାଡି କୁ ଉଠାଇ ନେଲା ସରପଞ୍ଚ ଚାଞ୍ଚେର ମାଝୀ।

ଭବାନୀପାଟଣା.ତା. ୧୨/୯ବେଦାନ୍ତ ରେ କାର୍ଯ୍ୟରତ ଶ୍ରୀରାମ ଇନଫା କମ୍ପାନୀ ର ,ଚ୍ୟାନ ମାଇଣ୍ଡିଙ୍ଗ,ହାଇଓ୍ବା ,ଡୋଜର ଗାଡି କୁ ଉଠାଇ ନେଲେ,ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ ଓ ସହଯୋଗୀ।କିଛି ଦିନ ଧରି ସରପଞ୍ଚ ବିଭିନ୍ନ ଲୋକଙ୍କୁ ବିନା କାରଣରେ ପିଟିଥିବା ବେଳେ, ଗତକାଲି ଗୁଣ୍ଡା ସାହାଯ୍ୟରେ ମରଣାସ୍ତ୍ର ଧରି ଭୟଭୀତ କରିବା ସହ କାମ ବନ୍ଦ କରାଇ ଗାଡି ସବୁକୁ ଧରି କି ନେଇ ଯାଇଥିଲେ।ଏହି ସମୟରେ ପୋଲିସ ର ହସ୍ତକ୍ଷେପ ପରେ ବେଦାନ୍ତ କମ୍ପାନୀ ଗେଟ ସମ୍ମୁଖରେ ଛାଡିଦେଇଥିଲେ। ଏନେଇ ଶ୍ରୀରାମ ଇନଫା ର ସାଇଟ ଇନଚାର୍ଜ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ସହ ସରପଞ୍ଚ ଚାଞ୍ଚେର ମାଝୀ ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User