ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟନ ।
ଡେଙ୍ଗୀମୋଚା/ସମ୍ବଲପୁର, ୭l୧୧( ଷ୍ଟାରନିୟୁଜ ଓଡିଶା): ଆଜି ହୀରାକୁଦ ଶିଳ୍ପନଗରୀରେ ଡେଙ୍ଗୀମଚା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଚିକିତ୍ସାଳୟ ଠାରେ ଲୋକଙ୍କ ଚିକିତ୍ସା ପାଇଁ ନୂତନ ଘୃହ ଉଦଘାଟନ କରାଯାଇଛି ମୁଖ୍ୟ ଅତିଥି ଭାବରେ ହିଂଡଲ କୋ ର ଉପଦେଷ୍ଟା ସିଏସଆର ସୁକାନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଓ ହୀରାକୁଦ ର ବୁଦ୍ଧିଜୀବି, ସମାଜସେବୀ, ହୀରାକୁଦ ବିକାଶ ପରିଷଦ ର ସମ୍ପାଦକ ଫିଲିପ କୁମାର, ଡେଙ୍ଗୀମଚା ଚିକିତ୍ସାଳୟ ର ଡାକ୍ତର ତ୍ରିନାଥ ସାହୁ, ରାକେଶ ମାଝୀ, ଧର୍ମରାଜ ନାରାୟଣ ସିଂଦେଓ (CAM) ମଳୟ ପାଣିଗ୍ରାହୀ (APM) ଫାର୍ମାସିଷ୍ଟ ସୁଦୀପ୍ତ କୁମାର ନାୟକ, ଫାର୍ମାସିଷ୍ଟ ବିକାଶ କୁମାର ବିଶ୍ୱାଳ, ସ୍ୱରୂପ ପଟେଲ, ଯୋଗା ଶିକ୍ଷତ୍ରୀ ମଲିକl କୁମାର, ଫିଜଓଥରାପି ଡାକ୍ତର ସ୍ମୁତି ମହାରଣା, ଶ୍ୱନା ମାଝୀ, ଗୁଲଠୁ ମେହେର, ରାଜୁଖଡ଼ିଆ, ପଦ୍ମିନୀ ନାୟକ, ସରକାରୀ ସ୍କୁଲ ଶିକ୍ଷୟତ୍ରୀ ମମତlରlନି ପଟନାୟକ, କ୍ଷମା ସାଗର ସାହୁ, ନାଟୁ ବିହାରୀ ବିଶ୍ୱାଳ, ଯୁଗେଶ୍ୱର ପ୍ରଧାନ, ଅତୁଆ ଖଡ଼ିଆ, ପ୍ରିମୋଦ ବିଶ୍ୱାଳ, କୁଞ୍ଜ ବିହାରୀ ବଂଚୋର, ପ୍ରଭାତୀ ଖଡ଼ିଆ, ରାଜେଶ୍ୱରୀ ବାଗ, ଗାୟତ୍ରୀ ପାଣ୍ଡେ, ସୁବାସିନୀ ପ୍ରଧାନ, ସବିତା ବାଗ, ଦିଲୀପ ସାହୁ, କୈଳାଶ ପ୍ରଧାନ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ,ଡେଙ୍ଗୀମଚା, ମହମଦ ପୁର, ବୁଢା କଟା, ଲରପଙ୍ଗ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥାଇ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟନ କରାଯଇଥିଲା ଶେଷରେ ଆସନ୍ତା ଦିନମାନଙ୍କରେ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ଏବିଷୟରେ ଆଲୋଚନା କରାଯଇଥିଲା।
ହୀରାକୁଦ ରୁ ଫିଲିପ କୁମାର ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା।

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)