ସାମିଲ ହେଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ
ସାମିଲ ହେଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ –
କେସିଙ୍ଗା,୩୦୬(ଆପ୍ର): କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଅନିର୍ଦ୍ଦିଷ୍ଟ କାଳ ଧାରଣା ଆଜି ୧୩ ଦିନରେ ପହଞ୍ଚିଛି। ଧାରଣାର ପ୍ରତିଦିନ ଗୋଟିଏ ଗୋଟିଏ ସଂଗଠନ ସାମିଲ ହେଉଛନ୍ତି
ଏବଂ ସେହି ସଂଗଠନର ସଦସ୍ୟମାନେ ଧାରଣାରେ ବସୁ ଛନ୍ତି। ଆଜି ଧାରଣାର ତ୍ରୟୋଦଶ ଦିନରେ ତୈଳିକ ବୈଶ୍ୟ
ହଳଦିଆ ସାହୁ ସମାଜସଂଗଠନ ସାମିଲ ହୋଇଥିଲେ
ସାହୁ ସମାଜ ର ବରିଷ୍ଠ ସଦସ୍ୟ
ଭରତ ସାହୁ, ବେହେରା ଜିତେନ୍ଦ୍ର ସାହୁ ଓ ବେଣୁଧର ସାହୁ
ପ୍ରମୁଖ ଧାରଣା ରେ ବସିଥିଲେ। ଏଥିରେ ସାହୁ ସମାଜ ର ଅନ୍ୟ ମାନଙ୍କ ମଧ୍ୟରେ ସୁଲପାଣି ସାହୁ, ବିଭୀଷଣ ସାହୁ ହେମନ୍ତ ସାହୁ ମୋତି ଲାଲ ସାହୁ, ପ୍ରମୋଦ ସାହୁ, ରୁପିନ୍ଦ୍ର କମଳାକାନ୍ତ ସାହୁ ରାମକୃଷ୍ଣ ସାହୁ ପ୍ରଦୀପ ସାହୁ କୁଞ୍ଜବିହାରୀ ସାହୁ ସୁବୁଦ୍ଧି ସାହୁ ତୋଫାନ ସାହୁ ଓ ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଥିଲେ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)