ନୁଆଁ ଖାଇ ଜୁହାର

Aug 29, 2025 - 07:24
0 24
ନୁଆଁ ଖାଇ ଜୁହାର

ନୂଆଁଖାଇ ଲାଗି ହଁସି ହଁସି 
ଖେତକେ ପୁହୁଁଚି ଗଲା ଚାଷୀ ।
ଧରତୀ ମାଁ କେ କରି ପୂଜା 
ଡାକ୍ ଦିଏ, ”ଶୁନ୍ ଧରମ୍ ରଜା । 
ଫାଟଲେ

ଧରତୀ ଫାଟିଯାଉ 
ଧରମ୍ ଶାସନ୍ ରହିଥାଉ ।
ନୂଆଁଖାଇ ଟା ସେ ଧରମ୍ ତିହାର୍ 
ତମକୁ ଆମର୍ ନୂଆଁଖାଇ ଜୁହାର୍ ।
 “????????

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User