ମୃତ ସୌମ୍ୟଶ୍ରୀ ଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଜିଲା କଂଗ୍ରେସ ଦଳ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି.

Jul 16, 2025 - 14:38
0 37
ମୃତ ସୌମ୍ୟଶ୍ରୀ  ଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଜିଲା କଂଗ୍ରେସ ଦଳ ପକ୍ଷରୁ  ଗଭୀର ଶ୍ରଦ୍ଧାଞ୍ଜଳି.

ବାନିପାଟଣା ତା ୧୫/୭( ଷ୍ଟାରନିୟୁଜ ଓଡିଶା )ଫକୀରମୋହନ ସ୍ଵୟମ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟ ଶ୍ରୀ ଙ୍କୁ  ବିଜେପି ସରକାରଙ୍କ ପ୍ରାୟୋଜିତ ହତ୍ୟାର ଶିକାର ହୋଇଥିବା ଆତ୍ମା ର ସଦ୍ଗତି ପାଇଁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା. ଜିଲା ସଂଯୋଜକ ଜଳନ୍ଧର ନାୟକ ଙ୍କ ନେତ୍ରୁତ୍ଵରେ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିରାଟ କ୍ଯାଣ୍ଡେଲ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ଠାରେ ବିଜେପି ସରକାର ର ଦାୟିତ୍ୱ ହୀନତା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ. ଏହି କାର୍ଯ୍ୟକ୍ରମରେ  ଉପ ସଭାପତି  ଉଛବ ସାହୁ, ପୂର୍ବତନ ଜିଲା ସଭାପତି ଭାରତ ବେମାଲ, ଯୁବ ନେତା ମହମ୍ମଦ୍ ସାହେବ, ପ୍ରୀତମ ବେହେରା, ସୁବାସ ପ୍ରଧାନ, ବାବା ଖାନ୍,ଶୁଭମ ବାରିକ, ସୁଶାନ୍ତ ପ୍ରଧାନୀ, ସୁକାନ୍ତି ସରାଫ, ନିମାଞ୍ଚଳ ନାଏକ, ସିଦ୍ଧାର୍ଥ ନାୟକ, ଇନ୍ଦ୍ରଜିତ୍ ମହାକୁଡ, ସନ୍ତୋଷ ପ୍ରଧାନ, ସରୋଜ ବାଗ, ଦ୍ରୌପଦୀ ମାଝୀ, ଗଣପତି ନାୟକ, ସୈଭାଗ୍ୟ ମଲିକ୍,ସୌରଭ ମିଶ୍ର, ସୌରଭ ଧାଙ୍ଗଡାମାଝି, ସତ୍ୟ ସୌରଭ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ.
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User