୧୬ ଦିନ ଧାରଣା ରେ ସାମିଲ ହେଲେ କେସିଙ୍ଗା ଓକିଲ ସଂଘ

Jul 03, 2025 - 18:18
0 51
୧୬ ଦିନ ଧାରଣା ରେ ସାମିଲ ହେଲେ କେସିଙ୍ଗା ଓକିଲ ସଂଘ

କେସିଙ୍ଗା,0୩/୦୭(ଷ୍ଟାରନିୟୁଜ ଓଡିଶା): କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଅନିର୍ଦ୍ଦିଷ୍ଟ କାଳ ଧାରଣା ଆଜି  ୧୬ ଦିନରେ ପହଞ୍ଚିଛି। ଧାରଣା ଦିନ  କୁ ଦିନ ବଢିବା ରେ ଲାଗିଛି ହେଲେ ସରକାରଙ୍କ ତରଫରୁ ଆଜି ପର୍ଯ୍ୟନ୍ତ କାହାର ଦରସନ ନାହିଁ ପ୍ରତିଦିନ ଗୋଟିଏ ଗୋଟିଏ ସଂଗଠନ ସାମିଲ ହେଉଛନ୍ତି 
ଏବଂ ସେହି ସଂଗଠନର ସଦସ୍ୟମାନେ ଧାରଣାରେ ବସୁ ଛନ୍ତି। ଆଜି ଧାରଣାର ଷୋହଳ ତମ ଦିନରେ ଓକିଲ ସଂଘ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟ ରୁ 
 ଓକିଲ ସଂଘ ର ସଭାପତି ଚିତ୍ତରଞ୍ଜନ ଭୋଇ. ଉପ ସଭାପତି ଗୋଲକ ବିହାରୀ ପ୍ରଧାନ. ସମ୍ପାଦକ ଯୁଗଳ କିଶୋର ଦୀପ. ଅନଶନ ରେ ବସିଥିବା ସାଥି ହେଉଛନ୍ତି. ସହ ସମ୍ପାଦକ ସଂଜୀବ ସ୍ୱାଇଁ. ବାବୁଲି ଭୁଜବଳ. ହରି ତାଣ୍ଡି. ଆଲୋକ ଦାସ. କାମଫାଲ ସାହା ଏବଂ ପୂର୍ବତନ କେସିଙ୍ଗା ଏନ ଏ ସି ନଗରପାଳ ସରିତା ସିନ୍ଦୁର 
 ପ୍ରମୁଖ ଉପସ୍ଥିତ ଥିଲେ ଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User