Big breaking କାଲୋପଲା ଠାରେ ସଡକ ଦୁର୍ଘଟଣା ଜଣେ ମୃତ ,ବାଇକ୍ କୁ ପିଟିଲା ପରିବା ବୋଝେଇ ପିକ୍ଅପ୍ !
ଭବାନୀପାଟଣା. ତା. ୧୩/୯ (ଷ୍ଟାରନିୟୁଜ ଓଡିଶା )କାଲୋପଲା ଠାରେ ସଡକ ଦୁର୍ଘଟଣା ଜଣେ ମୃତ ,ବାଇକ୍ କୁ ପିଟିଲା ପରିବା ବୋଝେଇ ପିକ୍ଅପ୍ !

ମୃତ୍ୟୁ ବ୍ୟକ୍ତି ହରିଶଙ୍କର ମାଝୀ ଗ୍ରାମ ଧନେର ସେ ଭବାନୀପାଟଣା ସ୍ଥିତ ଡୁମାଲ ଗାଁ ବନ୍ଧୁ ଘରକୁ ଯାଇ ଫେରୁଥିବା ବେଳେ ପରିବା ବୋଝେଇ ପିକ୍ଅପ୍ ଧକ୍କାରେ ତଳେ ପଡି ଯାଇଥିଲେ, ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଜାଇଥିଲା, ସେଠାରେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ଖବର ପାଇ ପରିବାର ଲୋକେ ଜାତୀୟ ରାଜପଥ ୨୬ କାଲୋପଲା ଠାରେ ରାସ୍ତା ଅବରୋଧ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)