ଜେଲରୁ ବାହାରିଲେ IAS ଅଫିସର ଧିମନ ଚମକା

Jul 31, 2025 - 20:50
0 31
ଜେଲରୁ ବାହାରିଲେ  IAS ଅଫିସର ଧିମନ ଚମକା

ଭବାନୀପାଟଣା ତା.୩୧/୭(ଷ୍ଟାର ନିୟୁଜ ଓଡିଶା )ଜେଲ୍ ରୁ ବାହାରିଲେ IAS ଧିମାନ ଚକମା, ଲାଞ୍ଚ ମାମଲାରେ ୪୦ ଦିନ ଧରି ଭବାନୀପାଟଣା ଜିଲ୍ଲା କାରାଗାର ରେ ଥିଲେ  ପୁର୍ବତନ ଧର୍ମଗଡ଼ ଉପଜିଲ୍ଲାପାଳ ଧିମାନ ଚକମା ଜେଲ ରୁ ବାହାରିଲେ।୪୦ ଦିନ ଜେଲ ରେ ରାତି କାଟିବା ପରେ  ଆଜି ସଂଧ୍ୟା ୬ ଟା ୪୦ ମଧ୍ୟରେ ଜେଲ ରୁ ବାହାରିଛନ୍ତି ଧିମାନ ଚକମା।ସୁଚନାଯୋଗ୍ୟ ଜୁନ ୮ ତାରିଖ ଭିଜିଲାନ୍ସ ଜାଲରେ ଫସିବା ପରେ ୧୦ ତାରିଖ ଜିଲ୍ଲା ଭିଜିଲାନ୍ସ ଅଦାଲତରେ ଜାମିନ ନାମଞ୍ଜୁର ହେବାପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ କାରାଗାର ରେ ଥିଲେ।
ଗତ ୨୪ ତାରିଖ ହାଇକୋର୍ଟରେ ସର୍ତ୍ତ ମୂଳକ ଜାମିନ ପରେ ଆଜି ସଂଧ୍ୟା ୬ଟା ୪୫ ରେ ବାହାରିଛନ୍ତି ଧିମାନ

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User