ବାଲିଗୁଡ଼ା ଉପ କାରାଗାରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

Jun 23, 2025 - 21:32
0 78
ବାଲିଗୁଡ଼ା ଉପ କାରାଗାରରେ  ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବାଲିଗୁଡ଼ା -ତା. ୨୩/୦୬(ଷ୍ଟାରନିୟୁଜ ଓଡ଼ିଶା )କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆହ୍ବାନ ପ୍ରକାରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାର ବିଭିନ୍ନ ଅନୁଷ୍ଠାନ ସମେତ ଉପ କାରାଗାର ବେଶ୍ ଉତ୍ସାହ ସହିତ ପାଳନ ହୋଇଛି ଆନ୍ତର୍ଜାତୀୟ ଯୋଗ ଦିବସ। ଉପ କାରାଗାର ଥିବା ଅନ୍ତେବାସୀଙ୍କୁ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ବେଶ୍ ଉତ୍ସାହ ସହିତ ପାଳନ କରିଥିବା ବେଳେ। ବାଲିଗୁଡ଼ା ବରିଷ୍ଠ ଆଇନଜିବୀ କ୍ଷମା ସାଗର ପ୍ରଧାନ ନେତୃତ୍ବରେ ଉପ କାରାଗାର ଅନ୍ତେବାସୀ କୋଏଦି ଯୋଗ ବିଷୟରେ ଶିକ୍ଷା ଦେବା ସହିତ ଯୋଗ ଅଭ୍ୟାସ କରିବା ନିମନ୍ତେ ମଧ୍ୟ ଉତ୍ସାହ ଦେଇ ଥିବା ଦେଖିବାକୁ ମିଳିଛି l ତତ୍ ସହିତ ପରିସରରେ ଜେଲ୍ ଅଧିକାରୀଙ୍କୁ ନିମନ୍ତ୍ରଣ ପ୍ରକାରେ ବାଲିଗୁଡ଼ା ସହରର ବରିଷ୍ଠ ସାମ୍ବାଦିକ ଭଗବତୀ ପ୍ରସାଦ ସାବତ,ତାପସ କୁମାର ନାୟକ ଓ ସଲମନ ଦିଗାଲ ମଧ୍ୟ ଅନ୍ତେବାସୀ କୋଏଦିଙ୍କୁ ଯୋଗର ମହତ୍ତ୍ଵକୁ କଣ ଓ କାହିଁକି କରାଯାଏ ସେ ବିଷୟ ନେଇ ପ୍ରକାଶ କରା ଯାଇଥିଲା 

ବାଲି

ଗୁଡ଼ା ରୁ ସାଲୋମନ ଦିଗଲ ଙ୍କ ରିପୋର୍ଟ ସତନ୍ତ୍ର ପ୍ରତିନିଧି ଷ୍ଟାର ନିୟୁସ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User