ବୈଦ୍ୟରାଜ ଧର୍ମୁ ନାଏକ ଙ୍କ ଆୟୁର୍ବେଦ ଉପଚାର

Jun 07, 2025 - 09:59
Updated: 1 year ago
0 68

ଭବାନୀପାଟଣା ତା :୬l୬ (ଷ୍ଟାରନିୟୁଜ ଓଡିଶା)କଥାରେ ଅଛି ପଙ୍କ ରୁ ହି ପଦ୍ମ ଫୁଟେ 
ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ସଦର ବ୍ଲକ ଅନ୍ତର୍ଗତ ଚହଗାଁ ପଂଚାୟତ ଅଧୀନ ରେ ଥିବା ଘଣ୍ଟବାହାଳୀ ଗ୍ରାମ ରେ ହଁ ଆଜ୍ଞା ଆଜିକୁ ସ୍ୱାଧୀନତା ର 75 ବର୍ଷ ବିତିଯାଇଥିଲେ ମଧ୍ୟ ସେହି ଗାଁ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ ହେଲେ  ସେହି ଗାଁ ରେ ରହି ଲୋକଙ୍କ ସେବା କରୁଛନ୍ତି ବାବା ଧର୍ମୁ ନାଏକ ଗୃହସ୍ଥ ଜୀବନ ରେ ରହି ବାବା ଆୟୁର୍ବେଦ ଜଡିବୁଟି ଓୌଷଧ ଦ୍ୱାରା ଲୋକଙ୍କୁ ରୋଗମୁକ୍ତ କରୁଛନ୍ତି ସନାତନ ଧର୍ମ ରେ ଆୟୁର୍ବେଦ କୁ ବହୁତ ମାନ୍ୟତା ଦିଆ ଯାଇଛି ବାବା ଧର୍ମୁ ନାଏକ କ ଙ୍କ ପରିବାର ତିନି ଚାରି ପିଢ଼ି ରୁ ଆୟୁର୍ବେଦ ର ସେବା ଲୋକଙ୍କୁ ଯୋଗାଇ ଆସିଛନ୍ତି ବାବା ଧର୍ମୁ ନାଏକ ଏବେ ସମସ୍ତଙ୍କୁ ସେହି ସେବା ଯୋଗାଉଛନ୍ତି ବାବା ପାଖଙ୍କୁ ଓଡିଶା ସାରା ଓ ଓଡିଶା ବାହାରୁ ରୋଗୀ ମାନଙ୍କ ଭିଡ ଦେଖିବାକୁ ମିଳୁଛି ଯେଉଁ ରୋଗୀ ମାନଙ୍କୁ ବଡ ବଡ଼ ହସ୍ପିଟାଲ ରୁ ଡ଼କ୍ଟର ଫେରାଇ ଦେଉଛନ୍ତି ବାବା ଧର୍ମୁ ନାଏକ ତାଙ୍କୁ ଠିକ କରି ଦେଉଛନ୍ତି ବାବା ଙ୍କ ପାଖକୁ ଯେଉଁ ରୋଗୀକୁ ଲୋକ ବୋହିକି ଆଣନ୍ତି ବାବା ଛୁଇଁ ଦେଲେ ସେହି ରୋଗୀ ନିଜ ଗୋଡ଼ରେ ଛିଡା ହୋଇ ଚାଲି ଚାଲି ଯାଇଥାନ୍ତି ବାବା ପାରାଲେସିସ କ୍ୟାନ୍ସର ଶିକଲିନ ତଥା ବିଭିନ୍ନ ପ୍ରକାର ଗମ୍ଭୀର ରୋଗକୁ ଆୟୁର୍ବେଦ ଓ ଭଗବାନ ଙ୍କ ଦୈବିକ ଶକ୍ତି ମାଧ୍ୟମ ରେ ସମସ୍ତ ରୋଗ କୁ ଠିକ କରି ପାରୁଛନ୍ତି ବାବା ନିଜ ପରିବାର ର ଯେଉଁ ପରମ୍ପରା ଲୋକଙ୍କୁ ଆୟୁର୍ବେଦ ମାଧ୍ୟମ ରେ ଲୋକଙ୍କୁ ଅତି କମ ଖର୍ଚ୍ଚରେ କିପରି ରୋଗ ମୁକ୍ତ ହେବେ ସେହି ପରମ୍ପରା କୁ ବଜାୟ ରଖିଛନ୍ତି ଦୁନିଆ ଯେତେ ଆଗକୁ ଗଲେ ମଧ୍ୟ ଆୟୁର୍ବେଦ ସାହାଯ୍ୟ ରେ କିପରି ଲୋକ ଭଲ ହେବେ କିପରି ଲୋକେ ଆୟୁର୍ବେଦ କୁ ଭୁଲିବେ ନାହିଁ ଆୟୁର୍ବେଦ ଉପଚାର କୁ କେମିତି ଆଗକୁ ବଢାଇବା ତାହା ବାବା ଚେଷ୍ଟା ଚଳାଇଛନ୍ତି l

କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User