ଭବାନୀପାଟଣା ନଗର ଯାଦବ ସମାଜ ପକ୍ଷରୁ ଦୀପ ପ୍ରଜ୍ବଳନ l

Apr 28, 2025 - 11:26
Updated: 1 year ago
0 56
ଭବାନୀପାଟଣା ନଗର ଯାଦବ ସମାଜ ପକ୍ଷରୁ ଦୀପ ପ୍ରଜ୍ବଳନ l

କଳାହାଣ୍ଡି,୨୮l୪(ଷ୍ଟାରନିଉଜ ଓଡିଶା): ରିଖରେ ଭବାନିପାଟଣା ମା ମାଣିକେଶ୍ଵରୀ ମନ୍ଦିର ପରିସରରେ ନଗର ଯାଦବ ସମାଜ ପକ୍ଷରୁ ଦୀପ ପ୍ରଜ୍ବଳନ ବା ଦୀପ ଦାନ କରି ଜମ୍ମୁ କାଶ୍ମିରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ଯୁ ବରଣ କରିଥିବା ସମସ୍ତ ଭାରତୀୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ମଧ୍ଯ ଦିଆଯାଇଥିଲା। ଏବଂ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏହି ପରିସ୍ତିତିରେ ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User