ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ |ଯାତାୟାତରେ ଦେଖା ଦେଇଛି ସମସ୍ୟା ।

Oct 5, 2025 - 20:17
 0  52
ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ |ଯାତାୟାତରେ ଦେଖା ଦେଇଛି ସମସ୍ୟା ।

ଝରିଗାଁ,୫l୧୦ (ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଚକଳାପଦର ପଂଚାୟତ ଅନ୍ତର୍ଗତ ଯୋଡ଼ାଆମ୍ବ ଛକ ନିକଟରେ ରାସ୍ତା ପାର୍ଶ୍ଵରେ ଥିବା ଏକ ବିରାଟ କେକଟ ଗଛ ରାସ୍ତା ଉପରେ ଟଳି ପଡିବାରୁ ରାସ୍ତା ଅବରୋଧ ହୋଇଛି |ଫଳରେ ଚକଳାପଦର ଦେଇ ଦହିମାଲ,ଲହଣାସିଲ, ଭିତର କର୍ମରୀ ଓ କଳାହାଣ୍ଡିକୁ ଯାତାୟାତ କରୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି |ଝରିଗାଁ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଜଣେଇବା ପରେ ଅଗ୍ନିଶମ ଦଳ ଘଟଣା ସ୍ଥଳରେ ପହଂଚି ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିବା ଜଣାପଡିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।|

What's Your Reaction?

like

dislike

love

funny

angry

sad

wow

SUJAYA EDITOR