ଶିବ ବିବାହ ଉତ୍ସବ ପାଇଁ ସଂକଳ୍ପ ପୂଜା।

ଭବାନୀପାଟଣା,୩୦l ୫( ଷ୍ଟାରନିୟୁଜ ଓଡିଶା) :କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆଜି ଧବଳେଶ୍ୱର ମହାଦେବ ମନ୍ଦିର ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ଉତ୍ସବ ପାଇଁ ସଂକଳ୍ପ ପୂଜା,ଶୁଭ ଖମ୍ବ ସ୍ଥାପନ, ବେଦି ପୂଜା ଓ ବନ୍ଧୁ ନିମନ୍ତ୍ରଣ କାର୍ଯ୍ୟ ସମସ୍ତଙ୍କ ସହଯୋଗରେ ସୁନ୍ଦର ଭାବରେ ପମୁର୍ଣ୍ଣ ହେଇଛି ସେଥିପାଇଁ ହୃଦୟ ର ସହକାରେ ନମସ୍କାର ଜ୍ଞାପନ କରୁଛୁ l
ଜିଲ୍ଲା ପ୍ରତିନିଧି ବିଷ୍ନୁଚରଣ ସ୍ୱାଇଁ ଷ୍ଟାର ନିୟୁଜ ଓଡିଶା
What's Your Reaction?






