ତୁମୁଡି଼ବନ୍ଧ ଦଶହରାରେ ମାଁ ଙ୍କ ଦୁର୍ଗା ପୂଜାରେ ମଜାର ସରଗରମ
କନ୍ଧମାଳ ଜିଲ୍ଲା ୩/୧୦(ଷ୍ଟାର ନିୟୁଜ ଓଡିଶା) ତୁମୁଡି଼ବନ୍ଧରେ ଆଜି ଦେଖିବାକୁ ମିଳିଚି ମାଁଙ୍କ ଦୁର୍ଗା ପୂଜାରେ ନିଆରା ଢଙ୍ଗରେ ବହୁତ ସୁନ୍ଦର ଭାବରେ ଆୟୋଜନ କରାଯାଇଛି
ଦଶହରାରେ ମାଁ ଙ୍କ ଦୁର୍ଗା ପୂଜାରେ ତୁମୁଡିବନ୍ଧରେ ଜନଗହଳି ବହୁ ମାତ୍ରାରେ ଦେଖିବାକୁ ମିଳିଚିମାଁଙ୍କର ଏହି ପାର୍ବଣରେ ଋତୁରେ ତୁମୁଡି଼ବନ୍ଧ ଅଞ୍ଚଳବାସୀ ବହୁତ ଖୁସିର ସହିତ ଦଶହରା ପୂଜା କରିଛନ୍ତି ଦୁର୍ଗା ପୂଜା ଦାୟିତ୍ୱ ନେଇ କରିଥିବା କମିଟିର ସଦସ୍ୟ ମାନଙ୍କର ପରିଚୟ ସଭାପତି ଶ୍ରୀଯୁକ୍ତ ରାମକୃଷ୍ଣ ପାଢ଼ୀ, ଉପସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ପାଢ଼ୀ, ଉପସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ, ସମ୍ପାଦକ ଶ୍ରୀଯୁକ୍ତ ତ୍ରିନାଥ ସାହୁ, ସହସମ୍ପାଦକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ସାହୁ, ଉପଦେଷ୍ଟା ଶ୍ରୀଯୁକ୍ତ ଲଷ୍ମୀଧର ସାହୁଏବଂ ମୁଖ୍ୟ ଅତିଥି ପଞ୍ଚାୟତ ସମିତି ତୁମୁଡିବନ୍ଧ ଅଧକ୍ଷା ଶ୍ରୀମତୀ ବାସନ୍ତି ମାଝି, ଗ୍ରାମ ପଞ୍ଚାୟତ ତୁମୁଡିବନ୍ଧ ସରପଞ୍ଚ ଶ୍ରୀମତୀ ପ୍ରିୟଙ୍କା ପାଡ୍ରା, ସମିତି ସଭ୍ୟ ତୁମୁଡିବନ୍ଧ ଶ୍ରୀମତୀ ସୁଭଦ୍ରା ବେହେରଦଳେଇ, ଜିଲ୍ଲା ପରିଷଦ ତୁମୁଡିବନ୍ଧ ଶ୍ରୀଯୁକ୍ତ ନବୀନ ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ତୁମୁଡିବନ୍ଧ ଶ୍ରୀଯୁକ୍ତ ଆଶୁତୋଷ ଜେନା, ପୂର୍ବତନ ବିଧାୟକ ବାଲିଗୁଡ଼ା ଶ୍ରୀଯୁକ୍ତ ରାଜିବ ପାତ୍ର, ସାଂସଦ ପ୍ରତିନିଧି ତୁମୁଡିବନ୍ଧ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ନାଟ୍ୟ ଗୁରୁ ଶ୍ରୀଯୁକ୍ତ ଭଗବାନ ସାହୁ,ମଞ୍ଚ ପରିଚାଳକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ସମସ୍ତେ ଉପସ୍ଥିତ ରହି ଶୁଭ ଉଦଘାଟନ କରିଛନ୍ତି ଏବଂ କାଯ୍ୟକ୍ରମକୁ ଆଗକୁ ନେଇଛନ୍ତିଏବଂ ରଙ୍ଗମଞ୍ଚ ପୌରାଣିକ ନାଟକ ମହାଭାରତ ମଞ୍ଚସ୍ତ କରୁଥିବା ସମୟରେ ତୁମୁଡିବନ୍ଧ ମୁଖ୍ୟ ବଜାର ବଣିକ ସଙ୍ଘର ସମସ୍ତ ସଦସ୍ୟ ରହି ସହଯୋଗ କରୁଥିଲେଥାନା ଭାରପ୍ରାପ୍ତ ଅଧିକାରୀ ତୁମୁଡିବନ୍ଧ ଆଶୁତୋଷ ଜେନା ଓ ପୋଲିସ ଯବାନ ଶ୍ରଦ୍ଧାଳୁ ମାନଙ୍କ ସହିତ ରହି ଶାନ୍ତି ଶୃଙ୍ଖଳା ବଜାଇ ରଖିଥିଲେ
କନ୍ଧମାଳରୁ ରଙ୍ଗନାଥ ବଡ଼ସେଟଙ୍କ ରିପୋର୍ଟ ଷ୍ଟାର ନ୍ୟୁଜ ଓଡ଼ିଶା
What's Your Reaction?